Jhumka Bali Song lyrics | Mantu Chhuria & Diptirekha Odia New Dance Song 2020 | Odia New Song Lyrics
Lyrics
M-ଜାନୁ ତୋର ନହକା ନହକା ଚାଲି ତୋର ନହକା ନହକା
ଚାଲିଗଲେ ଉଡିଯାଉଛି କାନି ତୋର ହାଲକା ହାଲକା
F- ବାବୁ ତୋର ବେହକା ବେହକା କଥା ତୋର ବେହକା ବେହକା
ମତୁଆଲା ମୁହଁଟାତୋର ଲାଗେ ମତେ ମେହକା ମେହକା
M-ଆଲୋ ମୋର କ୍ୟୁଉଟପାଏ ରାନୀ
ଆ ମୋକଥା ମାନି
କରିନେବିମୁଁ ତତେ ନାୟିକା
ଝୁମ ଝୁମ ଝୁମ ଝୁମକାବାଲି ବଜେଇଦେ ତୋ ଝୁମକା ll
F-ଝୁମ ଝୁମ ଝୁମ ମୁଁ ଝୁମକାବାଲି ବଜେଇଦେବି ଝୁମକା ll
M-ଆଖି ତୋର ନିଆରା
କରେ ମତେ ଆୱାରା
ତୋ ପ୍ରେମ ଲାଗେ ମୋତି ଝରା ଝରା ଝରା ଝରା
F- ଦେଖି ତୋର ଚେହେରା
ବଜେଇଲୁ ନାଗରା
ମୁଁ ତୋର ରାଣୀ ବୋଲି ପରା ପରା ପରା ପରା
M-ଆଲୋ ମୋର ଚିକନୀ ଚମେଲୀ ବେବି
ତତେ ଘରୁତୋ ଉଠେଇ ନେବି
ମୁଁ ତୋର କାତ ଆଉ ତୁ ନଉକା
M-ଝୁମ ଝୁମ ଝୁମ ଝୁମକାବାଲି ବଜେଇଦେ ତୋ ଝୁମକା ll
F-ଝୁମ ଝୁମ ଝୁମ ମୁଁ ଝୁମକାବାଲି ବଜେଇଦେବି ଝୁମକା ll
F-ରୂପ ମୋର ଛଟକି
ମୁଁ ସୁନା ମଟକୀ
ତୋ ପାଖେ ମନ ଯାଏ ଲାଖି ଲାଖି ଲାଖି ଲାଖି
M- ଦେଖିଲେତୋ ନୌଟଂକି
ମନ ଯାଏ ଅଟକି
ନବୁ ତୁ କେବେ କହ ଡାକି ଡାକି ଡାକି ଡାକି
F- ମୋ ରସିକ ନାଗର ମଣି
ଦିନେ ନେଇଯା ମତେ ଟାଣି
ଝୁରିହେଲିଣି ତୋ ପାଇଁକା
ଝୁମ ଝୁମ ଝୁମ ମୁଁ ଝୁମକାବାଲି ବଜେଇଦେବି ଝୁମକା ll
M-ଝୁମ ଝୁମ ଝୁମ ଝୁମକାବାଲି ବଜେଇଦେ ତୋ ଝୁମକା ll
F-ଝୁମ ଝୁମ ଝୁମ ମୁଁ ଝୁମକାବାଲି ବଜେଇଦେବି ଝୁମକା ll
M-ଝୁମ ଝୁମ ଝୁମ ଝୁମକାବାଲି ବଜେଇଦେ ତୋ ଝୁମକା ll
Original Song Link
Comments
Post a Comment